Jishu Naame Mahima | Dhanyabada Pao Prabhu Tame Puja Pao Lyrics
0
May 08, 2026
ସ୍ତୁତି ଆରାଧନା...
ହେଉ ତୁମର.....
ସ୍ତୁତି ହେଉ ତୁମର....
ଧନ୍ୟବାଦ ପାଅ ପ୍ରଭୂ
ତମେ ପୂଜା ପାଅ (୨)
ମହିମା ଯୀଶୁ ନାମେ ମହିମା
ସ୍ତୁତି ଆରଧନା ହୋ....(୨)
ଧନ୍ୟବାଦ ପାଅ ପ୍ରଭୁ
ତମେ ପୂଜା ପାଅ (୨)
ସାରା ଜଗତର ପ୍ରଭୁ ତୁମେ
ତମେ ଯୀଶୁ ରାଜନ
ମାନବ ଜାତି ର ମୁକ୍ତି ତୁମେ
ହେ ଈଶ୍ୱର ନନ୍ଦନ
ହୋ...ହୋ...ହୋ (୨)
ରାଜା ମାନଙ୍କର ରାଜା ତୁମେ
ତମେ ଧର୍ମମୟ (୨)
ମହିମା ଯୀଶୁ ନାମେ ମହିମା
ସ୍ତୁତି ଆରଧନା (୨)
ଧନ୍ୟବାଦ ପାଅ ପ୍ରଭୂ
ତମେ ପୂଜା ପାଅ (୨)
ପ୍ରଶଂସା ସଜାଇବି ମୁଁ
ମୋ ତ୍ରାଣକର୍ତ୍ତାଙ୍କର
ସାକ୍ଷୀ ହେବି ପ୍ରତି ମୁହୂର୍ତ୍ତେ
ମୁଁ ତାଙ୍କ ଅନୁଗ୍ରହ ର
ହୋ..ହୋ...ହୋ.. (୨)
ପ୍ରଭୁ ମାନଙ୍କର ପ୍ରଭୁ
ତମେ ଧର୍ମମୟ (୨)
ମହିମା ଯୀଶୁ ନାମେ ମହିମା
ସ୍ତୁତି ଆରଧନା (୨)
ଧନ୍ୟବାଦ ପାଅ ପ୍ରଭୂ
ତମେ ପୂଜା ପାଅ (୨)
